Web News

ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘର ବୈଠକ
ଟିଟିଲାଗଡ଼ :- ୨୪/୯/୨୬ ଟିଟିଲାଗଡ଼ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (OSSTA) ର ଏକ ସାଧାରଣ ସଭା ୨୩ତାରିଖ ଦିନ ପଞ୍ଚାୟତ ହାଇସ୍କୁଲ ନାରେନ ଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା, ସରକାରୀ ନୀତି ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଗଭୀର ଆଲୋଚନା ହୋଇଥିଲା।ଗତ ୧୨ ସେପ୍ଟେମ୍ବର ୨୦୨୬ତାରିଖରେ ପଞ୍ଚାୟତ ହାଇସ୍କୁଲ ନାରେନ ଠାରେ ଅନୁଷ୍ଠିତ ଏକ ଗୌରବମୟ ସମାରୋହରେ ଟିଟିଲାଗଡ଼ ଓଷ୍ଟା ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ଏଥିରେ ଶ୍ରୀ ପ୍ରୀତିବାସ ପୁଟେଲ ସଭାପତି, ଶ୍ରୀ ଗୋବର୍ଧନ ସାହୁ ସମ୍ପାଦକ, ଶ୍ରୀମତୀ ଜୁଲୟନ୍ତୀ ସାହୁ ଉପ-ସଭାପତି ଏବଂ ଶ୍ରୀମତୀ ସୁମିତା ରଥ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ଶ୍ରୀ ପୁଣ୍ୟବନ୍ତ ସାହୁ ଓ ଶ୍ରୀ ବଳବନ୍ତ ରାୟ ରାଜ୍ୟ ପରିଷଦ ସଦସ୍ୟ (State Council Member) ଭାବେ ମନୋନୀତ ହୋଇଥିଲେ। ଆଜିର ସଭାରେ ବକ୍ତାମାନେ କହିଥିଲେ ଯେ OSSTA କେବଳ ଏକ ଶିକ୍ଷକ ସଂଗଠନ ନୁହେଁ, ବରଂ ଶିକ୍ଷକମାନଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ କାର୍ଯ୍ୟରତ ଏକ ଶକ୍ତିଶାଳୀ ମଞ୍ଚ। ଏହା ଶିକ୍ଷକମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା, ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା, ପ୍ରଶିକ୍ଷଣ ଓ ପେଶାଗତ ଉନ୍ନତିକୁ ପ୍ରୋତ୍ସାହନ ଦେବା ସହିତ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ନିରନ୍ତର ପ୍ରୟାସ କରିଆସୁଛି।ନୂତନ କର୍ମକର୍ତ୍ତାମାନେ ସଂଘର ଐତିହ୍ୟକୁ ଅକ୍ଷୁଣ୍ଣ ରଖି ଶିକ୍ଷକ ସମାଜର କଲ୍ୟାଣ, ବିଦ୍ୟାଳୟଗୁଡ଼ିକର ଉନ୍ନତି ଏବଂ ଶିକ୍ଷାର ମାନବୃଦ୍ଧି ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ବ୍ୟକ୍ତ କରିଥିଲେ। ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ନୂତନ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ସଂଘକୁ ଆହୁରି ସଶକ୍ତ ଓ ସକ୍ରିୟ କରିବା ପାଇଁ ସହଯୋଗର ଆହ୍ୱାନ ଜଣାଇଥିଲେ। ସଭା ଶେଷରେ ନୂତନ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସଂଘର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ତୃଣମୂଳସ୍ତରରୁ ସଂଗଠନ ମଜବୁତ କରିବାକୁ ଟାସ୍କ ଦେଲେ ଓଡ଼ିଶା ସହ-ପ୍ରଭାରୀ କୁସୁମ କୁମାର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜୟୀରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ତୃଣମୂଳସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ କର୍ମୀମାନଙ୍କୁ ସକ୍ରିୟ ହେବାକୁ ଆହ୍ୱାନ ଦିଆଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଚିବ ତଥା ଓଡ଼ିଶା ସହ-ପ୍ରଭାରୀ ଜେଟି କୁସୁମ କୁମାର କହିଥିଲେ ଯେ, ଜୋନ୍ଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବାକୁ ପଡ଼ିବ। ନେତା ଓ କର୍ମୀମାନେ ସଂଗଠନ ପାଇଁ କରୁଥିବା କାର୍ଯ୍ୟର ଆଗାମୀ ଦିନରେ ଜୋନ୍ ଓ ପଞ୍ଚାୟତସ୍ତରରେ ସମୀକ୍ଷା କରାଯିବ ବୋଲି ସେ କହିଥିଲେ। ଦଳୀୟ ଶୃଙ୍ଖଳା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି କୁସୁମ କୁମାର କହିଥିଲେ। ଦଳ ପକ୍ଷରୁ ଯାହାଙ୍କୁ ପ୍ରାର୍ଥୀ ଭାବେ ଟିକେଟ୍ ଦିଆଯିବ, ସମସ୍ତ କର୍ମୀ ତାଙ୍କୁ ଏକଜୁଟ ହୋଇ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।ବୈଠକରେ ଦଳୀୟ ନେତାମାନେ ବେକାରୀ, ଦରଦାମ ବୃଦ୍ଧି, ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷିତ ଯୁବକ-ଯୁବତୀଙ୍କ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ଓ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ଜିଲ୍ଲା ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସୋନାଲି ସାହୁ, ପ୍ରଦୀପ ସ୍ୱାଇଁ, ସନ୍ତୋଷ ଜେନା, ସ୍ୱାଗତିକା ପଟ୍ଟନାୟକ, ବେଣୁ ଭୋଇ, ଲଲାଟେନ୍ଦୁ ଶତପଥୀ, ସତ୍ୟଜିତ୍ ପଟ୍ଟନାୟକ, ଅଶୋକ ମଙ୍ଗରାଜ, ତପନ ଚକ୍ରବର୍ତ୍ତୀ, ଶିଶିର ପରିଡ଼ା, ସଦାଶିବ ମହାପାତ୍ର, ରଞ୍ଜିତ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ନଳିନୀ ବେହେରା, ଅମିତ୍ ମହାନ୍ତି, ବିଭାଂଶୁ ପଟ୍ଟନାୟକ, ଶିଶିର ମହାନ୍ତି, ଜୟନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ସୌମ୍ୟ ବରାଳଙ୍କ ସମେତ ବିଭିନ୍ନ ବ୍ଲକ୍ ଓ ଏନ୍ଏସି ସଭାପତି ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ମହିଳାଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ ଅଭିଯୋଗ, ୨ ମହିଳା ଗିରଫ
ଖୋର୍ଦ୍ଧା: ଜଟଣୀ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କରାଯାଇଛି। ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗାପଡ଼ା ଓ ପିତାପଲ୍ଲୀ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ଓ ମାମଲା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ୟୁଟ୍ୟୁବ୍ରେ ଉନ୍ନତ ଛେଳି ପାଳନ ତାଲିମ
କର୍ତ୍ତଵ୍ୟ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ଭବାନୀ ପାଟଣା, ଆର୍ ଆର୍ ଟି ଟି ଏସ ଠାରେ ସ୍ଥାନୀୟ ଅଞ୍ଚଳର ଛେଳିଚାଷୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ଉନ୍ନତ ପ୍ରଣାଳୀରେ ଛେଳି ପାଳନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍ ମାଧ୍ୟମରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାଲିମ ଦାତା ଭାବେ ଡକ୍ଟର ପରାଗ ଆଚାର୍ଯ୍ୟ ପ୍ରାଣୀ ପାଳନ ବିଶେଷଜ୍ଞ ଆର୍ ଆର୍ ଟି ଟି ଏସ ଉପସ୍ଥିତ ରହି ଛେଳି ପାଇଁ ଉପଯୁକ୍ତ ଗୁହାଳ ନିର୍ମାଣ, ଉନ୍ନତ ପ୍ରଜାତି ଚୟନ, ସନ୍ତୁଳିତ ଖାଦ୍ୟ, ପରିଷ୍କାର-ପରିଚ୍ଛନ୍ନତା, ଟିକାକରଣ ଓ ରୋଗ ନିୟନ୍ତ୍ରଣ ଆଦି ଆଲୋଚନା ସହ ଛେଳି ପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଯୁବକ-ଯୁବତୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ, ଚାଷୀମାନେ କିପରି ବୈଜ୍ଞାନିକ ପଦ୍ଧତି ଆପଣାଇ ଉତ୍ପାଦନ ଓ ଆୟ ବୃଦ୍ଧି କରିପାରିବେ, ସେ ସମ୍ପର୍କରେ ମଧ୍ୟ ବିଶେଷଜ୍ଞ ମତ ରଖିଥିଲେ। ୟୁଟ୍ୟୁବ୍ ଭଳି ଡିଜିଟାଲ ମାଧ୍ୟମରେ ଏଭଳି ଜ୍ଞାନଭିତ୍ତିକ ଆଲୋଚନା ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ପ୍ରକାଶ ପାଇଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

AMF Verification Conducted at Various Polling Booths Ahead of Panchayat Elections: Additional CDO, EO and BDO Review Basic Facilities at Polling Stations
Sinapali: In view of the upcoming three-tier Panchayat elections, verification of the Assured Minimum Facilities (AMF) available at various polling stations across Nuapada district was carried out as part of the election preparedness process. The Additional CDO-cum-EO visited different polling booths and reviewed the availability and condition of essential facilities required for voters. During the inspection, facilities such as drinking water, toilets, electricity and lighting arrangements, along with other basic amenities, were reviewed. Special attention was also given to ensuring that elderly voters, persons with disabilities and other voters requiring assistance can access the polling stations conveniently and cast their votes without difficulty. The officials also assessed the overall preparedness of the polling booths and identified any gaps in basic facilities. Necessary measures are being emphasized to address such shortcomings before the elections so that voters can have a smooth and convenient experience at the polling stations. BDO Karmi Oram, along with other concerned officials and staff, extended cooperation during the inspection and election preparedness activities. The AMF verification is aimed at ensuring that adequate basic facilities are available at polling stations and that voters are provided with a safe, accessible and convenient environment during the election.
Nuapada (ନୂଆପଡ଼ା) • Reports: Malaya Meher, DC

ଦଶପଲ୍ଲାରେ ଜଳ ସଂରକ୍ଷଣ ପ୍ରକଳ୍ପ ଅନୁଧ୍ୟାନ କର୍ଣ୍ଣାଟକର କୃଷକଙ୍କ ସମେତ ୧୧ ଜଣିଆ ଦଳର ଏକ୍ସପୋଜର ଭିଜିଟ୍
ଦଶପଲ୍ଲା: ବର୍ଷାଜଳ ପରିଚାଳନା, ମାଟି ସଂରକ୍ଷଣ ଓ ଭୂତଳ ଜଳର ପୁନର୍ଭରଣ ସମ୍ପର୍କରେ ଅନୁଭୂତି ହାସଲ ପାଇଁ ଦଶପଲ୍ଲାରେ ଏକ ଏକ୍ସପୋଜର ଭିଜିଟ୍ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଶାର **ISWAR (Integrated Social Welfare and Research Centre)**ର ୧୧ ଜଣିଆ ଟିମ୍ ସହ କର୍ଣ୍ଣାଟକର କିଛି କୃଷକ ଦଶପଲ୍ଲା ଅଞ୍ଚଳରେ NIRMAN ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜଳ ଓ ମାଟି ସଂରକ୍ଷଣ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଦଳ ପ୍ରଥମେ ସିରସିରା ଗାଁରେ ନିର୍ମିତ ପ୍ରାଇମେରୀ ଗ୍ରେଡେଡ୍ ଗାଇଡ୍ ବଣ୍ଡ (Primary Graded Guide Bund) ଏବଂ ଟାଙ୍ଗିସାହି ଗାଁରେ ନିର୍ମିତ ସବ୍-ସର୍ଫେସ୍ ଡାଇକ୍ (Sub-Surface Dyke) ପରିଦର୍ଶନ କରିଥିଲେ। ଥିମାଟିକ୍ ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପରିଦର୍ଶନ ସମୟରେ ବିଶେଷଜ୍ଞମାନେ ଜଳ ସଂରକ୍ଷଣ ଗଠନଗୁଡ଼ିକର ନିର୍ମାଣ ପ୍ରଣାଳୀ, କାର୍ଯ୍ୟପ୍ରଣାଳୀ ଓ ଉପକାରିତା ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ବୁଝାଇଥିଲେ। ଏହି ଏକ୍ସପୋଜର ଭିଜିଟ୍ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ବର୍ଷାଜଳର ସଠିକ୍ ପରିଚାଳନା, ମାଟି ଓ ଜଳ ସଂରକ୍ଷଣ ଏବଂ ଭୂତଳ ଜଳର ପୁନର୍ଭରଣ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକର ଭୂମିକା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ:ଲକ୍ଷ୍ମୀଧର ମୁର୍ମୁ

ଗଣେଶ ପୂଜା ଚାନ୍ଦା ନ ଦେବାରୁ ଯୁବକଙ୍କୁ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର,୨୩/୯ ;ଗଣେଶ ପୂଜା ଚାନ୍ଦା ନ ଦେବାରୁ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗ୍ରାମଦେବତୀ ସାହିର ଅନିଲା ଦାସ (୨୪), ରାଜା ନାୟକ (୨୩) ଓ ଚନ୍ଦନ ନାୟକ (୧୮) । ସୂଚନାଯୋଗ୍ୟ ଯେ,ଗଣପତି ନଗର ୪ର୍ଥ ଲାଇନର ବାଲାଜୀ ବେହେରା ,ଶୁଭମ ସାହୁ କାହ୍ନା ପାଢ଼ୀ ଆଦି ୩ଜଣ ଗତ ୧୯ ତାରିଖ ଅପରାହ୍ନ ସମୟରେ ସାହି ନିକଟରେ ହେଉଥିବା ଗଣେଶ ପୂଜା ମଣ୍ଡପକୁ ଯାଉଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନଙ୍କ ସମେତ କାଳିଆ ଚୌଧୁରୀ ଗଣେଶ ପୂଜା ଚାନ୍ଦା ମାଗିଲେ । ଚାନ୍ଦା ନ ଦେବାରୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିଲେ ।ଏପରିକି ବାଲାଜୀ ଧରିଥିବା ୧୭ ହଜାର ଟଙ୍କାଙ୍କୁ ସେମାନେ ଛଡ଼ାଇ ନେଇ ଯାଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉପରୋକ୍ତ ୩ଜଣଙ୍କୁ ଗିରଫ କରିଥିବା ବେଳେ କାଳିଆ ଫେରାର ଥିବା ଜଣାପଡ଼ିଛି ।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

Lower Indra Irrigation Project Office in a Vulnerable Condition: Crumbling Slab and POP Raise Safety Concerns; Drinking Water and Sanitation Issues Reported
Nuapada: The deteriorating condition of the Lower Indra Irrigation Project office has raised concerns over the safety and basic facilities available to officials, employees and members of the public visiting the premises. According to complaints raised by local people, several rooms of the office, including those associated with the Land Acquisition, Rehabilitation and Resettlement (LA&R&R) authorities, are reportedly in poor condition. At some places, portions of the ceiling slab are said to be coming off, while POP plaster is also reportedly falling from the ceilings. The condition has triggered concerns that falling portions of the ceiling could cause an accident at any time. Since officials, employees, displaced families and other affected people regularly visit the office for various official purposes, local residents have urged the authorities to inspect the building and take necessary safety measures. People have also expressed concern over the overall condition of the office buildings under the Land Acquisition and Rehabilitation and Resettlement administration. They have sought immediate repair and maintenance of the vulnerable portions of the buildings to ensure the safety of everyone visiting and working there. Another major concern reportedly relates to the availability of drinking water. Despite the issue having been highlighted through news reports earlier, residents allege that adequate action has not yet been taken to resolve the problem. People visiting the office, particularly displaced and project-affected families who come from different areas, are reportedly facing difficulties due to the lack of proper drinking water facilities. The sanitation condition of the toilets has also come under criticism. According to visitors, the toilets are reportedly unclean and foul-smelling, making their use difficult. Regular cleaning and proper sanitation arrangements have therefore been demanded to maintain a hygienic environment on the premises. The Lower Indra Irrigation Project office deals with various matters concerning land acquisition, rehabilitation and resettlement of project-affected and displaced people. Therefore, local residents have stressed the need for a safe office building and basic facilities such as drinking water and clean sanitation facilities. They have urged the administration to conduct an immediate inspection of the office premises, repair the damaged portions of the buildings, ensure safe drinking water and improve sanitation arrangements. The condition of the office has raised questions among displaced and project-affected people over when the long-pending issues will receive the attention of the concerned authorities and when necessary corrective measures will be taken.
Nuapada (ନୂଆପଡ଼ା) • Reports: Kashyap Jagat

Rural Legal Aid Centre Inaugurated at Sunabeda 60-Day NALSA Mega Drive Launched in Nuapada District
Nuapada/Sunabeda: With the objective of taking free legal services and access to justice closer to people living in remote areas, a 60-day Mega Drive was launched at the Sunabeda Gram Panchayat office in Nuapada district by the District Legal Services Authority (DLSA), Nuapada, under the direction of the National Legal Services Authority (NALSA), New Delhi. As part of the programme, a Rural Legal Aid Centre was inaugurated at the Sunabeda Gram Panchayat office by Navanita Dash, Secretary of the District Legal Services Authority, Nuapada. The 60-day Mega Drive will continue till October 23, 2026. Nuapada is among the districts selected for the special initiative. Under the NALSA programme, districts from 18 states have been selected, with three to seven districts chosen from each state. The selected districts were directed to conduct the Mega Drive in villages located in remote areas. Considering the remote location of Sunabeda Gram Panchayat, situated within the Sunabeda Wildlife Sanctuary, the village was selected by the District Legal Services Authority for implementation of the programme. The primary objective of the Rural Legal Aid Centre is to provide legal assistance, legal advice and awareness about various legal rights and services to residents of Sunabeda and adjoining areas. Special emphasis will be given to economically and socially weaker sections, women, children, senior citizens, persons with disabilities and other eligible persons requiring legal assistance. The programme was attended by Chief Development Officer, Zilla Parishad, Nuapada, Lambodar Dharua; Komna Block Development Officer Pabitra Samal; Additional Block Development Officer Bhaktabandhu Budek; Deputy Legal Aid Defence Counsel Anup Sharma; Sunabeda Sarpanch Rajani Jagat; Panchayat Development Officer Jay Prakash Majhi; and Legal Aid Defence Volunteers Tofan Bag and Chitteswari Jagat, besides a large number of villagers. During the programme, officials and legal professionals sensitised the people about free legal services, legal consultation, mediation and their legal rights. Emphasis was laid on ensuring that legal assistance and access to justice reach people at the grassroots level. Legal Aid Volunteers have also been engaged to create awareness among the public about the free legal services available through the Legal Services Authority and to connect eligible persons requiring assistance with the appropriate legal service mechanism. The establishment of the Rural Legal Aid Centre at Sunabeda is expected to make access to legal assistance easier and more convenient for people living in the remote area. Speaking to the media, DLSA Secretary Navanita Dash said the initiative is an important step towards realising the objective of “Justice for All” by ensuring that legal services reach people in remote and underserved areas.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

Nuapada Collector’s Intervention Brings Major Administrative Change 9 Major Lift Irrigation Projects Shifted from Titlagarh to Khariar Division
Nuapada, September 23: In a significant administrative development aimed at strengthening monitoring and inter-departmental coordination of major lift irrigation projects in Nuapada district, nine projects previously under the Titlagarh Mega Lift Project Division have been brought under the Khariar Mega Lift Project Division following the intervention of Nuapada Collector Madhusudan Dash. The move is expected to improve field-level supervision, project management and coordination between the district administration and the Water Resources Department. Collector Madhusudan Dash had written to the Principal Secretary of the Water Resources Department on August 13, highlighting difficulties in monitoring and administrative coordination of the projects. He pointed out that the extensive jurisdiction of the Titlagarh Division was creating difficulties in attending meetings related to Nuapada, conducting project inspections, coordinating with the district administration and addressing public grievances. The Collector also requested that the Nuapada areas under the Titlagarh Division be brought under the Khariar Mega Lift Project Division, which is already functioning in the district and maintains regular coordination with the district administration. Subsequently, the Chief Engineer of the Mega Lift Projects, Bhubaneswar, carried out a reallocation of the operation and maintenance (O&M) responsibilities of completed mega lift irrigation projects. The reorganisation was reportedly made considering district boundaries and the geographical proximity of the concerned divisions. Under the new arrangement, the administrative responsibility for nine projects in Nuapada district under Cluster-13 has been assigned to the Executive Engineer of the Khariar Division. Together, these nine projects cover an irrigation area of 7,277.28 hectares. The administrative reorganisation is expected to make field-level inspection, operation and maintenance of the projects more convenient while further strengthening coordination between the district administration and the Water Resources Department. It is also expected to facilitate quicker resolution of irrigation-related grievances and ensure uninterrupted management of the projects. In view of the upcoming Kharif season, emphasis has also been placed on ensuring uninterrupted operation and maintenance of all the projects and smooth implementation of the new administrative arrangement.
Nuapada (ନୂଆପଡ଼ା) • Reports:Malaya Meher & Bijay Bariha

Nuapada Collector’s Innovative Initiative: District and Block Officials to Teach Students
Nuapada, September 23: In an innovative move aimed at strengthening the learning outcomes of students and preparing them for higher education and competitive examinations, Nuapada Collector Madhusudan Dash has launched a new initiative under the ‘Sambhabana-2027’ programme. Under the initiative, district- and block-level officers and employees will visit designated schools and directly engage with students through classroom teaching and academic interactions. The decision follows the resolution taken at the district-level review meeting held on September 3. Accordingly, the Collector has issued directions for officials and employees to visit the schools tagged to them as per the prescribed schedule and conduct classes. The role of the officials will extend beyond classroom teaching. They will focus on strengthening students’ conceptual understanding, academic preparedness and overall learning progress. The officials will also interact with students and teachers to identify learning needs, provide academic guidance and motivate students towards better educational performance. As part of the initiative, the officials will also guide students on higher education opportunities and career prospects, helping them develop greater confidence and clarity about their future. The programme will be implemented in coordination with headmasters and teachers. Officials will review the academic progress of students during their visits and work closely with school authorities for the smooth implementation of the initiative. A brief record of the classes conducted and other academic activities undertaken during each school visit will also be maintained. Officials will submit reports detailing their visits, academic engagements and the progress of the students. The initiative is being viewed as a significant and innovative effort in the education sector of Nuapada, as it directly connects government officials and employees with the classroom learning process. Through ‘Sambhabana-2027’, the district administration aims to strengthen students’ learning abilities, boost their confidence and enhance their preparedness for higher education and future career opportunities.
Nuapada (ନୂଆପଡ଼ା) • Reports: Malaya Meher, DC

Nutrition Awareness Programme Held at Charpali Anganwadi Centre
Sinapali, September 23: The ninth Poshan Maah was observed at the Anganwadi Centre in Charpali village under Hatibandha Gram Panchayat in Sinapali block of Nuapada district on Wednesday. The programme focused on creating awareness among pregnant women, lactating mothers and other women about proper nutrition and healthy living. Health Inspector Dhabaleswar Meher attended the programme and spoke about the importance of nutrition, balanced diet and proper healthcare for mothers and children. He also highlighted the need for pregnant and lactating women to take nutritious food and undergo regular health check-ups. Health workers Dushmanta Meher, Namita Purohit and Jayanti Panigrahi, Anganwadi workers Kumudini Gaud and Mamata Bhoi, ASHA workers Madana Kata and Tulasi Bhoi, helper Rajani Hans, and Ward Member Nepur Nag were present at the programme. A number of pregnant women, lactating mothers, local women and members of Self-Help Groups also participated in the programme. Various issues related to nutrition, maternal health and child care were discussed, with participants being encouraged to follow healthy dietary practices for a healthier family and community. The programme concluded with an emphasis on strengthening awareness about nutrition and promoting healthy practices among women and children in the rural community.
Nuapada (ନୂଆପଡ଼ା) • Reports: Malaya Meher, DC
