Advertisement
Web News

Sinapali College Students’ Union Formed Through Nomination Process; Newly Selected Representatives Take Oath

ଓଏଭି ଜାହାରିଟୋଲିରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ପ୍ରଥମ ବର୍ଷ ଦୁର୍ଗା ପୂଜା ପ୍ରତିଷ୍ଠା ମହୋତ୍ସବ ।୧୦୮ କଳସ ସ୍ଥାପନା ସମାରୋହ

ଗୋଣ୍ଡୱାନା ଛାତ୍ର ସଙ୍ଘକୁ ଦୁର୍ବ୍ୟବହାର -ଟିଟିଲାଗଡ଼ ଥାନାରେ ଏତଲାଦେଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ

ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ, ଜିଲ୍ଲାର ବିକାଶ ନେଇ ଆଲୋଚନା ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ତଥା ଜିଲ୍ଲା ବିଜେପି ଉପସଭାପତି ସୋନିଆ ଜୈନ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ, ଅଭ୍ୟାସଗତ ଅପରାଧୀ ଗିରଫ

ଚିକିଟି ବ୍ଲକସ୍ତରୀୟ ସୁରଭି ଉତ୍ସବ ୯୪ ବିଦ୍ୟାଳୟର ୩୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ୩୦ ଜଣ ଜିଲ୍ଲାସ୍ତରକୁ ମନୋନୀତ

ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ୪୨ ଲିଟର ଦେଶୀ ମଦ ଜବତ; ୨ ଅଭିଯୁକ୍ତ ଗିରଫ

ଟାଙ୍ଗୀରେ ଅବକାରୀ ବିଭାଗର ଚଢ଼ାଉ, ମଦ ବୋତଲ ଜବତ ସହ ମହିଳା ଗିରଫ

ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ
Video News

ପ୍ରଶାସନିକ ଅବହେଳା ଅଭିଯୋଗ; ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲେ ସ୍ଥାନୀୟ ଯୁବକ

ଆର୍ଟ ଅଣ୍ଡ ପେଣ୍ଟିଙ୍ଗ ସଂଘର ସପ୍ତମ ବାର୍ଷିକ ଉତ୍ସବ ପାଳନ

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ନାଉବାଙ୍କ-ହଳଦିହ କୂ ଯୋଡ଼ୁଥିବା ନଦୀବନ୍ଧ ଉପରେ ୮୦ ଫୁଟର ଘାଇ

ଦିଗହରା ଯୁବ ସମାଜଙ୍କୁ କ୍ଷମା ଓ ମାର୍ଗଦର୍ଶନର ଆବଶ୍ୟକ: ନରେନ୍ଦ୍ର ମୋଦୀ

ବନ୍ୟା ଜାଲରେ ହନ୍ତସନ୍ତ ହେଲେ ବହୁ ପରିବାର

ବନ୍ୟା ଜଳରେ ଫସି ରହିଥିବା ୬ ଜଣଙ୍କୁ ଉଦ୍ଧାରକଲା ଅଗ୍ନିଶମ ବାହିନୀ

ସାଲିଆସାହିରେ ଗୁରୁପୂର୍ଣ୍ଣିମା ପାଳିତ

ସଡ଼କ ପରିବହନ ଡ୍ରାଇଭର ମହାସଙ୍ଘର ମହାନତା

ଧାମନଗର ଅଞ୍ଚଳର ବହୁ ପଞ୍ଚାୟତ ଜଳମଗ୍ନ
Editor's Picks
Trending Story

ସୁନାପୁର ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ

ପ୍ରଶାସନିକ ଅବହେଳା ଅଭିଯୋଗ; ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲେ ସ୍ଥାନୀୟ ଯୁବକ

ଆର୍ଟ ଅଣ୍ଡ ପେଣ୍ଟିଙ୍ଗ ସଂଘର ସପ୍ତମ ବାର୍ଷିକ ଉତ୍ସବ ପାଳନ

ଦିବ୍ୟ ଜୀବନ ସଂଘ ର ଗୁରୁପୂର୍ଣ୍ଣିମା ପାଳନ

CMO Forwards ODMM Complaint Against Kuarmunda Liquor Shop to Sundargarh Excise Superintendent

Utkalmani Gopabandhu Das’ 98th Death Anniversary Observed in Nuapada; Following His Ideals is the Greatest Tribute, Says Collector

ବୋହୂଙ୍କ ମାଡ଼ରେ ଶାଶୁ ଆହତ, ଥାନାର ଦ୍ୱାରସ୍ଥ ପରିବାର

Rising Gold Prices Cast Shadow on Goldsmith Community; Rural Economy Undergoing Change in Nuapada

Illegal Sand Transportation Detected

Srishti News Invites Applications for Digital Media Journalists

ବଡ ଧରଣ ଡକାୟତି ଯୋଜନା ପଣ୍ଡ

Ayushman Card Not Honoured at Hi-Tech Hospital, Patient's Family Alleges Harassment

ଆଜି ଜୁନାଗଡ଼ ବ୍ଲକ ସମ୍ମୁଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି AISF କଳାହାଣ୍ଡି ଜିଲ୍ଲା ପରିଷଦ

Odisha Govt Takes Cognizance of ODMM Complaint Over Delay in Jamunanaki–Chhend Bridge Project

SAIL-RSP’s High-Handedness will not be tolerated, said the RSS Chief

ବିନେକେଲାରେ ଷୋହଳ ପ୍ରହର ନାମଯଜ୍ଞ

ଯାଜପୁରରେ ଓଡ଼ିଶା ଡିଜିଟାଲ୍ ମିଡ଼ିଆ ମହାସଂଘର ବୈଠକ, ଲୋକସମସ୍ୟା କୁ ଗୁରୁତ୍ୱ

RMC Election in September !

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”

କେବେ ସରିବ ଯମୁନାନାକୀ-ପ୍ରଧାନପାଲ୍ଲୀ ବ୍ରିଜ ???
Our Reporters

Aurobinda Das
Advisor

Manoj Satapathy
Founder Editor

Kabiraj Patra
Executive Editor

Saroj Kanta Jena
Executive Editor

Bijaya Nanda Tripathy
State Coordinator

Gyana Ranjan Panigrahi
Sub-Editor, Head Quarters

Truptimayee Senapati
Sub-Editor

Rudra Mohan Sahu
Sub-Editor, Visual

Malaya Meher
Sub-Editor-Web News & District Correspondent

Sandeep Kumar Agrawal
Public Relation Officer

Niranjan Pani
District Correspondent

Shishira Kumar Swain
District Correspondent

Krushna Chandra Majhi
District Correspondent

Dilip Parida
District Correspondent

Priyanka Mohapatra
District Correspondent

Surendra Jena
District Correspondent

Ganapati Dash
District Correspondent

Tarani Patel
District Correspondent

Govind Tripathy
District Correspondent

Harish Chandra Parichha
District Correspondent
ତାଜା ଖବର

Sinapali College Students’ Union Formed Through Nomination Process; Newly Selected Representatives Take Oath
Sinapali, October 16: The Students’ Union of Sinapali College in Nuapada district has been constituted through a nomination process instead of a conventional election. Following the peaceful completion of the selection process, an oath-taking ceremony for the newly selected student representatives was held on Friday under the direct supervision of the college principal, A.B. Dungdung. During the ceremony, the newly selected representatives pledged to uphold the college’s principles, maintain discipline and discharge their responsibilities with sincerity and dedication. According to the selection process, Sachindra Kanda, a third-year Plus Three Arts student, was selected as the Students’ Union President. Ruby Meher, a first-year Plus Three Science student, was selected as Vice-President, while Subhendu Meher, a first-year Plus Three Science student, was chosen as General Secretary. Baruni Sunani, a second-year Plus Three Arts student, was selected as Cultural Secretary, and Bhupendra Singh Barik, a second-year Plus Three Arts student, was chosen as Sports Secretary. However, Bhupendra Singh Barik could not attend the oath-taking ceremony due to health issues. The programme was conducted under tight security arrangements made by the police administration to ensure peace and order throughout the process. The college principal, faculty members and a large number of students attended the ceremony. Following the oath-taking programme, political leaders and workers who had gathered outside the college’s main entrance welcomed the newly selected representatives by presenting them with flower garlands and traditional felicitations. The entire selection and oath-taking process concluded peacefully, reflecting an atmosphere of discipline and harmony on the college campus.
Nuapada (ନୂଆପଡ଼ା) • Reports: Malaya Meher, DC

ଓଏଭି ଜାହାରିଟୋଲିରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ଜାହାରିଟୋଲି, ୧୬ ଅକ୍ଟୋବର ୨୦୨୬: ପୁରୁଣାପାଣି କ୍ଲଷ୍ଟର ଅନ୍ତର୍ଗତ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜାହାରିଟୋଲି ପରିସରରେ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପୁରୁଣାପାଣି କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ପ୍ରାୟ 160 ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଜାହାରିଟୋଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନାନକି କୁଜୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ସମାରୋହରେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମୋନି ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମହୋତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର କଳା, ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଯାପନୀ ସମାରୋହରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରୁଣାପାଣି କ୍ଲଷ୍ଟରର ସିଆରସିସି ଶ୍ରୀ ରମେଶ ଲାଖୁଆ ଏବଂ ଓଏଭି ଜାହାରିଟୋଲିର ଅଧ୍ୟକ୍ଷା ଶ୍ରୀମତୀ ନମିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶିଶୁ ମହୋତ୍ସବ ‘ସୁରଭି’ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହିତ ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଦକ୍ଷ, ସୃଜନଶୀଳ ଓ ଆତ୍ମବିଶ୍ୱାସୀ ନାଗରିକ ଭାବେ ଗଢ଼ିତୋଳିବାରେ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି।
Rourkela (ରାଉରକେଲା) • ଗଣପତି ଦାସ

ପ୍ରଥମ ବର୍ଷ ଦୁର୍ଗା ପୂଜା ପ୍ରତିଷ୍ଠା ମହୋତ୍ସବ ।୧୦୮ କଳସ ସ୍ଥାପନା ସମାରୋହ
ବିଶ୍ରା : ପ୍ରଥମ ବର୍ଷ ସର୍ବ ଜଗତ ଜନନୀ ମା ଦୁର୍ଗା ପୂଜା ପ୍ରଥମ ବର୍ଷ ପ୍ରତିଷ୍ଠା ମହୋତ୍ସବ ଓ୧୦୮ କଳସ ସ୍ଥାପନା ଶୋଭା ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଯାଇଛି, ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଡରେଇ କେଳା ଗ୍ରାମପଞ୍ଚାୟତ ଅଧିନ ଡ଼ରେଇଲେଲା ଟୁଶୁ ଭବନ ପଡ଼ିଆରେ ସ୍ଥାନୀୟ ବ୍ୟବସାୟୀ ସୁରେନ୍ଦ୍ର କୁମାର ଦଳାଇ ପ୍ରଚେଷ୍ଟା ଓ ଭୂମିକ ଟୋଲୀ, ସମାଷୀ ଟୋଲୀ,ଡରେଇକେଳା ଗ୍ରାମ ବାସୀ ମାନଙ୍କ ମିଳିତ ସହଯୋଗରେ ପ୍ରଥମ ବର୍ଷ ସିଂହ ବାହିନୀ ମା ଦୁର୍ଗା ଙ୍କ ପ୍ରଥମ ବର୍ଷ କଳସ ପ୍ରତିଷ୍ଠା ଦିବସ ଓ କଳସ ଶୋଭାଯାତ୍ରା ଧୁମ୍ ଧାମରେ ପାଳନ କରାଯାଇଛି,ଆଜି ଅପରାହ୍ନ ସାଢେ ଚାରି ଟା ସମୟରେ ଟୁଶୁ ଭବନରୁ ସହ ସହ ମହିଳା ହାତରେ କଳସ,ମୁଣ୍ଡରେ ପଟି ସହ ମୁଣ୍ଡରେ ଓଢନୀ ଦେଇ ଏକ ଶୋଭା ଯାତ୍ରାରେ ବାହାରି ସମସି ଟୋଲୀ ସ୍ଥିତ ନାଳ ପାଖରେ ଥିବା ଶଙ୍କର ମନ୍ଦିର ନିକଟରେ ଥିବା ବେଲ ବୃକ୍ଷ ମୂଳରେ କର୍ତ୍ତା ଭାବରେ ସୁରେନ୍ଦ୍ର କୁମାର ଦଳାଇ ଓ ତାଙ୍କର ସହ ଧର୍ମଣି ଜ୍ୟୋତ୍ସ୍ନା ବେହେରା ଙ୍କ ତତ୍ତ୍ଵାବଧାନରେ ୧୦୮ ବର୍ତ୍ତି ମହିଳା ନାଳରୁ ପାଣି ଉଠାଇ ବେଲ ବୃକ୍ଷ ମୂଳରେ ବେଲ ବରଣି କରି ସେଠାରୁ ଶହ ଶହ ମହିଳା କଳସ ଶୋଭାଯାତ୍ରା ରେ ସାମିଲ ହୋଇ ବାଜା ବଜାଇ ରୋଷଣୀ ରେ ମୁଖ୍ୟ ରାସ୍ତା ଦେଇ ଏକ ଶୋଭା ଯାତ୍ରାରେ ବାହାରି ଡରେ ଇକେଳା ସ୍ଥିତ ଟୁଶୁ ଭବନ ପଡ଼ିଆ ରେ ନିର୍ମିତ ମାଆ ଦୁର୍ଗା ଙ୍କ ପୂଜା ମଣ୍ଡପ ରେ ରୋଷଣୀ ପଟୁଆର ରେ ପହଞ୍ଚି ଥିଲେ, ମଣ୍ଡପରେ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ କରି ପୁଜା ଅର୍ଚ୍ଚନା ଆରମ୍ଭ କରାଯାଇଥିଲା, ପୂଜାର ପ୍ରତିଷ୍ଠା ର କର୍ତ୍ତା ସୁରେନ୍ଦ୍ର କୁମାର ଦଳାଇ ଓ ତାଙ୍କର ସହ ଧର୍ମଣୀ ଜ୍ୟୋତ୍ସ୍ନାରାଣୀ ବେହେରା ପୂଜା ଅର୍ଚ୍ଚନା କରିବା ସହ ୧୦୮ କଳସ ସ୍ଥାପନା କରାଯାଇ ପୂଜା ଅର୍ଚ୍ଚନା ସମାପନ କରାଯାଇଥିଲା, ଏହି କଳସ ସ୍ଥାପନା ପ୍ରଥମ ବର୍ଷ ଦୁର୍ଗା ପୂଜା ଶୁଭାରମ୍ଭ ରେ ବିଶ୍ରା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଅଧ୍ୟକ୍ଷ କୈଳାଶ ସାହୁ ଓ ତାଙ୍କର ସହ ଧର୍ମନୀ ବୈଜୟନ୍ତୀ ବଡ଼ାଇକି ଓ ପୂଜା ଆୟୋଜନ କମିଟି ର ତିନୋଟି ଗ୍ରାମ ର ରାଜୀବ ମାହାତୋ,ଶଶି ଭୂମିକ,ଜଗନ୍ନାଥ ସମାଷୀ, ବଣ୍ଟି ସିଂ, ଅନିଲ ସାହୁ, ଚିନ୍ମୟ ପାଣିଗ୍ରାହୀ,ସ୍ମୃତି ରଞ୍ଜନ ମହାନ୍ତି,ସନ୍ତୋଷ କୁମାର ବେହେରା ଙ୍କ ସମେତ ତିନୋଟି ଗ୍ରାମ ର ଶହ ଶହ ସଂଖ୍ୟାରେ ମହିଳା ହାତରେ କଳସ ମୁଣ୍ଡରେ ଓଢନୀ ଦେଇ ସହ ଯୁବକ ଯୁବତୀ ମାନେ ନିଜକୁ ସମର୍ପିତ କରି ସହଯୋଗ କରିଥିଲେ, ଫଟୋ ଅଛି,ଭିଜୁଆଲ ଅଛି, ବିଶ୍ରା ରୁ ମୁକେଶ ମାହାତୋ ଙ୍କ ରିପୋର୍ଟ
Rourkela (ରାଉରକେଲା) • ଗଣପତି ଦାସ



















