ନ୍ୟାୟ ନ ମିଳିଲେ ସରକାରୀ କାମ ବନ୍ଦ: ସରପଞ୍ଚ ସଂଘର ଚେତାବନୀ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ଗଞ୍ଜାମJune 14, 2026122 views
ଗଞ୍ଜାମ: ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼ ସୋସିଆଲ ମିଡିଆ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଚାମେଲି ଓଝାଙ୍କୁ ନ୍ୟାୟ ମିଳିନାହିଁ, ସେ ପର୍ଯ୍ୟନ୍ତ ସରପଞ୍ଚ ସଂଘ ପକ୍ଷରୁ ସରକାରୀ କାର୍ଯ୍ୟରେ ସହଯୋଗ କରାଯିବ ନାହିଁ। ଏହି ପ୍ରସଙ୍ଗରେ ସେ କଣ କହିଛନ୍ତି, ଦେଖନ୍ତୁ ତାଙ୍କର ଭିଡିଓ...
