ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Bhubaneswar (ଭୁବନେଶ୍ୱର)କବିରାଜ ପାତ୍ର, ଭୁବନେଶ୍ୱରJune 13, 2026129 views
ଓଡ଼ିଶା ରେ ବିଜେପି ସରକାର ର ଶାସନ ୨ବର୍ଷ ପୂର୍ତ୍ତି ପାଳନ ଅବସର ରେ ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ସାମ୍ବାଦିକ ମାନଂକ ବିଭିନ୍ନ ସମସ୍ୟା, ଅଧିକାର, ଏବଂ ସାମ୍ବାଦିକ ଙ୍କ ପେନସନ ପ୍ରଶ୍ନ ରଖିଥିଲେ, ମୁଖ୍ୟ ମନ୍ତ୍ରୀ ସେହି ଉପରେ କଣ ଉତ୍ତର ରଖିଲେ ଆସନ୍ତୁ ଶୁଣିବା।
