--:--:--
-- ---
Srishti News

ଟାଙ୍ଗୀରେ ଅବକାରୀ ବିଭାଗର ଚଢ଼ାଉ, ମଦ ବୋତଲ ଜବତ ସହ ମହିଳା ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 16, 20268 views
ଟାଙ୍ଗୀରେ ଅବକାରୀ ବିଭାଗର ଚଢ଼ାଉ, ମଦ ବୋତଲ ଜବତ ସହ ମହିଳା ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ସମୟରେ ମଦ ବୋତଲ ମଧ୍ୟ ଜବତ କରାଯାଇଛି। ତେବେ ଜବତ ମଦର ପରିମାଣ ଓ ଗିରଫ ମହିଳାଙ୍କ ପରିଚୟ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଏହି ଘଟଣାକୁ ନେଇ ଟାଙ୍ଗୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।