--:--:--
-- ---
Srishti News

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ରେ ଗଛ ପଡ଼ି ରାସ୍ତା ଅବରୋଧ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାSeptember 25, 202622 views
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ରେ ଗଛ ପଡ଼ି ରାସ୍ତା ଅବରୋଧ
ପଟ୍ଟାମୁଣ୍ଡାଇ ବ୍ଲକ କୁ ସଂଯୋଗ କରୁଥିବା ରାସ୍ତା ରେ ବଡ଼ ବଡ଼ ବୃକ୍ଷ ମାନ ପଡ଼ିଥିବା ଯୋଗୁ ରାଜନଗର ବ୍ଲକ କିଛି ସମୟ ପାଇଁ ବିଚ୍ଛିନ୍ନ ହେବା ଫଳରେ ଯାତାୟତ ରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାର ପରିଲକ୍ଷିତ ହୋଇଛି, ଅର୍ଣ୍ଣବ ବାତ୍ୟା ଯୋଗୁଁ ତଳିଆ ଅଞ୍ଚଳ ବାସୀ ଙ୍କ ମନରେ ବିତିଯାଇଥିବା 1999 ମସିହା ରେ ମହାପ୍ରଳୟ ବାତ୍ୟା ର କଥା ବି ଲୋକ ଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭି ନାହିଁ, ଯେଉଁ ଅର୍ଣ୍ଣ୍ବବ ଦୀର୍ଘ ତିନି ଦିନ ଧରି ଧିରେ ଧିରେ ବର୍ଷା ହେବା ସହିତ ପବନ ର ଗତି ବଢ଼ି ଚାଲିଛି, ୨୪,୦୯,୨୦୨୬ ରିଖ ସନ୍ଦ୍ୟା ଠାରୁ ପବନ ର ବେଗ ଏତେ ମାତ୍ରାରେ ପ୍ରଭାବିତ ହୋଇ ଅଛି ଯାହା ଫଳରେ ବଡ଼ ବଡ଼ ବୃକ୍ଷ ମାନ ପଡ଼ି ବା ସହିତ ଲୋକ ମାନ ଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି,ଅଦିନିଆ ବର୍ଷା ପବନ, ବନ୍ୟା,ଭୁଖଳନ,୨୦୨୬ ଏକ ପ୍ରାକୃତିକ ବିପର୍ଯ୍ୟୟ ବର୍ଷ ବୋଲି ସାଧାରଣ ଲୋକ ମାନେ ଆଲୋଚନା କରୁଥିବାର ଦେଖିବାକୁ ମିଳି