--:--:--
-- ---
Srishti News

ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନରେ ଚମ୍ପିଆନ୍ ଜଟଣୀ ଟିମ୍‌କୁ ସମ୍ବର୍ଦ୍ଧନା

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 21, 202611 views
ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନରେ ଚମ୍ପିଆନ୍ ଜଟଣୀ ଟିମ୍‌କୁ ସମ୍ବର୍ଦ୍ଧନା
ଖୋର୍ଦ୍ଧା-ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନ ସ୍ପୋର୍ଟସ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇ ଜଟଣୀର ଗୌରବ ବଢ଼ାଇଥିବା ଜଟଣୀ ଟିମ୍‌ର ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଚମ୍ପିଆନ୍ ଦଳର ସମସ୍ତ ଖେଳାଳିଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଜାତୀୟସ୍ତରୀୟ ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଜଟଣୀ ଟିମ୍ ଉତ୍କୃଷ୍ଟ ପ୍ରଦର୍ଶନ କରି ସଫଳତା ହାସଲ କରୁ—ଏହି ଅବସରରେ ସମସ୍ତଙ୍କ ପକ୍ଷରୁ ଖେଳାଳିମାନଙ୍କ ସଫଳତା କାମନା କରାଯାଇଛି।