ଆର ଏସ ଗଣେଶ ପୂଜା କମିଟିର ବୋବାଲ ଧାମାଲ ରେ ରେ ଭସାଣି ଉତ୍ସବ ସମାପନ ହୋଇଛି
Jajpur (ଯାଜପୁର)ଯାଜପୁର ବିଂଝାପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟSeptember 21, 202622 views

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତ ର ରାହଁସ ଗ୍ରାମର ଆର ଏସ ପୂଜା କମିଟିର ସଭାପତି , ସମ୍ପାଦକ ସମେତ ସମସ୍ତ ସଦସ୍ୟ ମିଶି ବିଘ୍ନ ବିନାଶକ ଅଗ୍ର ପୂଜ୍ୟ ଗଣେଶ ଙ୍କ ପୂଜା ଯଥା ବିଧି ସହ ସମାପନ କରି ଆଜି ସମସ୍ତ ସଦସ୍ୟ ଙ୍କ ସହ ଗ୍ରାମବାସୀ ମିଶି ବହୁ ଆଡମ୍ବରରେ ବାଜା ବାଣ ସହ ମୂର୍ତ୍ତି କୁ ଭସାଣି କରିବାକୁ ଉତ୍ସାହ ସହ ନାଚ ଗୀତ କରି Al ମା ମିଉଜିକଲ୍ କୁ ଶୋଭାଯାତ୍ରାରେ ନେଇ ଶେଷକୃତ୍ୟ ସମ୍ପାଦନ କରିଥିଲେ
