ଚିଲିକା ଡ୍ରାଇଭର ମହାସଙ୍ଗର ବାର୍ଷିକ ଉତ୍ସବରେ ସଚେତନତା କାର୍ଯ୍ୟକ୍ରମ
Khordha (ଖୋର୍ଦ୍ଧା)ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାSeptember 1, 202644 views

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ମା ଶୂଳିଆ ଦେବୀ ମନ୍ଦିର ପ୍ରାଙ୍ଗଣରେ ଆଜି ଶତାଧିକ ଡ୍ରାଇଭର ମାନେ ଏକାଠି ହୋଇ ବିଭିନ୍ନ ଆଲୋଚନା ପ୍ରସଙ୍ଗକୁନେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଆଜି ହେଉଛି ସେପ୍ଟେମ୍ବର ୧ ତାରିଖ ପ୍ରତିବର୍ଷ ଭଳି ଆଜି ରାଷ୍ଟିୟ ଡ୍ରାଇଭର ଦିବସ ପାଳନ କରାଜାଇଅଛି । ଏଥିରେ ଶତାଧିକ ଡ୍ରାଇଭର ସାମିଲି ହୋଇ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖ ଆସିଲେ ରାଷ୍ଟିୟଡ୍ରାଇଭର ଦିବସ ପାଳନ ଘୋଷଣା କରିବା ପାଇଁ । ସେହିଭଳି ୧୬ ନଂ ଜାତୀୟ ରାଜପଥ ନିକଟରେ ଯାଉଥିବା ବାଇକି ଓ କାର ଗୁଡ଼ିକ କୁ ହେଲମେଟ ଓ ସେଫ୍ଟ ବ୍ଲେଟ ବ୍ୟବହାର କରିବା ପାଇଁ ସଚେତନତା କରାଇଥିଲେ ଡ୍ରାଇଭର ମାନେ ।
