--:--:--
-- ---
Srishti News

ବନ୍ୟା ପ୍ରଭାବିତ ଅଞ୍ଚଳ ରେ ଦିବାକର ବେହେରା ଅସହାୟ ଙ୍କ ବନ୍ଧୁ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ୍ କୈଳାଶ ଚନ୍ଦ୍ର ବଳAugust 23, 202631 views
ବନ୍ୟା ପ୍ରଭାବିତ ଅଞ୍ଚଳ ରେ ଦିବାକର ବେହେରା ଅସହାୟ ଙ୍କ ବନ୍ଧୁ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବକବଦ୍ରପୂର୍ ଗ୍ରାମ ପଞ୍ଚାୟତ ର ବାଲିପାଟଣା ଗ୍ରାମରେ ଜନ୍ମଗ୍ରହଣ କରି ଆଜି ସମସ୍ତଙ୍କ ପାଖରେ ଜଣେ ସାହାସୀ ଏବଂ ଲୋକ ମାନକୁ ଶୁଖିଲା ଖାଦ୍ୟ ରନ୍ଧା ଖାଦ୍ୟ ଏବଂ ପଶୁ ପକ୍ଷୀ ମାନଙ୍କୁ ଆହାର ଦୀର୍ଘ ପାଞ୍ଚ ଦିନ ହେବ ନିରଞ୍ଛିନ୍ନ ଭାବରେ ପଛକୁ ନଚାହିଁ କାର୍ଯ୍ୟ କରି ଚାଲିଛନ୍ତି, ସେ ଛୋଟ ବେଳୁ ପରୋପକାର କରିବା ସହିତ ଗ୍ରାମରେ ଛୋଟ ବଡ ବଚସକୁ ସେ ଆଗକୁ ନ ନେଇ ଆପୋଷ ମିଳାମିଶା କରିବା , ଗ୍ରାମ ରେ କିଭଳି ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଭାଇଚାରା ସୂର୍ଷ୍ଟି ହୋଇପାରିବ ତାହା ମଧ୍ୟ ସବୁ ବେଳେ ଧ୍ୟାନ ଦେଇଥାନ୍ତି