--:--:--
-- ---
Srishti News

ଧରମପୁର ରେ ଘୋଲିଆ ମରାମତି ର ଦୃଶ୍ୟ

Jajpur (ଯାଜପୁର)ଉଦୟ ନଥି ଯେନା ଙ୍କ ସହ ରାଜୁ ଜେନା ଙ୍କ ରିପୋର୍ଟAugust 19, 202645 views
ଧରମପୁର ରେ ଘୋଲିଆ ମରାମତି ର ଦୃଶ୍ୟ
ଯାଜପୁର ଜିଲ୍ଲା , ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଫତେପୁର ଓ ବଛୋଲ ମଧ୍ୟସ୍ଥ ଧରମ ନିକଟରେ ଏକ ଘୋଳିଆ ହୋଇଥିବାର ଦୃଶ୍ୟ ସ୍ଥାନୀୟ ଲୋକେ ଦେଖି ଲୋକଙ୍କ ମନରେ ଛାନିଆ ପଶିଥିଲା | ସେଠାକାର ଯୁବକ ଓ ସମାଜ ସେବୀ ତୁରନ୍ତ ପ୍ରଶାସନକୁ ଖବର ଦେମା ମାନ୍ତ୍ରକେ ସେଠାରେ ପ୍ରଶାସନ ର ଅଧିକାରୀ ପହଂଚି ଲୋକମାନଙ୍କୁ ସାହସ , ଭରସା ଦେଇ ଗୋଲିଆ ମରାମତି ପାଇଁ ସମସ୍ତ ବନ୍ଦୋବସ୍ତ କରି ସ୍ଥାନୀୟ ଯୁବକ ମାନଙ୍କୁ ମନ ବଳ ବଢ଼ାଇ ସେଠାରୁ ପ୍ରତ୍ୟ ବର୍ତ୍ତନ କରିଥିଲେ | ବଛୋଲ୍ ସରପଞ୍ଚଙ୍କୁ ବୋଧହୁଏ ଦାୟିତ୍ୱ ନେସ୍ତ କରିଥିବାର ସୂଚନାରୁ ବାରୀ ହୁଏ , ଆମେ ଯାହା ଅନୁଧ୍ୟାନ କଲୁ , ସେଠାରେ ଉପସ୍ଥିତ ଯୁବକ ମାନେ ବିର ଦର୍ପରେ କାମ କରୁଥିବାର ସୂଚନା ଅଛି | ଆମେ ଖବର ପାଇ ସେଠାରେ ପହଂଚି , ତାଜା ଚିତ୍ର ଆପଣ ମାନଙ୍କୁ ଦେଖାଉ ଅଛୁ |