--:--:--
-- ---
Srishti News

ବନ୍ୟା ସାଜିଲା ଲୋକ ମାନଙ୍କ ଦୁଃଖର କାରଣ

Jajpur (ଯାଜପୁର)ନିର୍ମଳ ଜେନା ଙ୍କ ରିପୋର୍ଟAugust 18, 202622 views
ବନ୍ୟା ସାଜିଲା ଲୋକ ମାନଙ୍କ ଦୁଃଖର କାରଣ
ଯାଜପୁର ବରି ବ୍ଲକ ଅନ୍ତର ଗତ ବୋଦୂଅ ପଂଚାୟତରେ ବନ୍ୟା ଜଳ ପଶି ବୋହୁ ଲୋକ ମାନଙ୍କ ଧନ ଜୀବନ ଓ ଚାଷ ଜମିକୁ ନଷ୍ଟ କରି ଦେଇଛି ଏବଂ ସେଠାରେ ସ୍କୁଲ ପିଲାମାନଙ୍କ ପାଠ ପଢା ବାଧା ପ୍ରାପ୍ତ ହୋଇଛି ଓ ପିଇବା ପାଣିର ମଧ୍ୟ ସମସ୍ୟା ଦେଖା ଦେଇଛି | ସେଠାରେ ଆମେ ଦେଖିବାକୁ ପାଇଲୁ ସ୍ଥାନୀୟ ଲୋକ ମାନେ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କୁ ନେଇ ଭୟ ଭିତ ଅବସ୍ଥାରେ ଅଛନ୍ତି | ଏହି ସମୟରେ ପ୍ରଶାସନ ର ସହାନୁଭୂତି ଓ ସହଯୋଗ ବହୁତ ମହତ୍ୱପୂର୍ଣ୍ଣ ଅଟେ ଏହି ସମୟରେ ପ୍ରଶାସନ ଯଦି ସମର୍ଥନ ଓ ସହାନୁଭୂତି ଦିଏ ତାହେଲେ ସମସ୍ତ ଜନ ସାଧାରଣ ଙ୍କ ପାଇଁ ଆଶା ଓ ଶକ୍ତି ହୁଏ.