ବଜ୍ରବାହୁ ଙ୍କ ଭିର୍ଣ୍ଣ ଶୈଳୀ ରେ ସ୍ୱାଧୀନତା ଦିବସ ପାଳିତ
Jajpur (ଯାଜପୁର)ବ୍ୟାସନଗର ରୁ ପ୍ରଦୀପ କୁମାର ପୃଷ୍ଟିAugust 15, 2026136 views

ବ୍ୟାସନଗର ପୌର ପରିଷଦ ର ବରିଷ୍ଠ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ କ୍ରୀଡାକ୍ଷେତ୍ର ରେ ବ୍ୟlସନଗର ସହର
କୁ ଏକ ଭିର୍ଣ୍ଣ ରୁଚିର ସହର ଭାବେ ଦେଖିବାକୁ ସ୍ବପ୍ନ ଦେଖନ୍ତି କ୍ରୀଡା କ୍ଷେତ୍ରରେ ଏ ସହର ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରୁ
ଏହାହିଁ ତାଙ୍କର ଲକ୍ଷ ଲବିଗତ ଦିନରେ ବ୍ୟସନଗର ର ଥିବା ରାଜୀବ ଗାନ୍ଧୀ ଷ୍ଟାଡିଉମ କୁ ନବୀକରଣ କରିବା ଉଧେଶ୍ୟରେ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ଓ Hunger strike ମଧ୍ୟ କରିଛନ୍ତିl ଯାହା ହେଉ ଏହାର ପ୍ରଭାବରେ କେତେକାଂଶ ରେ ପରିପୂର୍ଣ୍ଣ ହୋଇଛି l ଆଜି ୮୦ ତମ ସ୍ୱାଧୀନତା ଦିବସରେ ମଟର ସାଇକେଲ ଶୋଭା ଯାତ୍ରା କରି ପଞ୍ଚାୟତ, ରୁ ପଂଚାୟତ ବୁଲି ସ୍ୱାଧୀନତା ସଂଗ୍ରାମୀ, ସହିଦ ଓ ଦେଶଭକ୍ତ ଓ କ୍ଷlତନାମା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ
