--:--:--
-- ---
Srishti News

ସୁଚିତ୍ରା ଦାସଙ୍କୁ କୁମ୍ଭିର ନଦୀକୂଳରୁ ଟାଣି ନେବା ଫଳରେ ଅଳପୁଆରେ ଆତଙ୍କ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାAugust 3, 202662 views
ସୁଚିତ୍ରା ଦାସଙ୍କୁ କୁମ୍ଭିର ନଦୀକୂଳରୁ ଟାଣି ନେବା ଫଳରେ ଅଳପୁଆରେ ଆତଙ୍କ
କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ଦାମୋଦର ପାଟଣା ଗ୍ରାମର ସୁଚିତ୍ରା ଦାସ ବୟସ ୪୬ ସ୍ୱାମୀ ଖଗେଶ୍ଵର ଦାସଙ୍କୁ ଘର ପଛପଟ ନଦୀ କୂଳରେ କୁମ୍ଭିର ଟାଣି ନେଇଯିବା ଫଳରେ ଧୋୟଁ ଅଞ୍ଚଳ ସମେତ ସମଗ୍ର ପଟାମୁଣ୍ଡାଇ ବ୍ଳକରେ ଆତଙ୍କ ଖେଳିଯାଇଛି ଦୀର୍ଘଦିନ ବର୍ଷା ଲାଗି ରହିବା ଓ ବନ୍ୟା ପାଣି ବଢିବା ଫଳରେ ବ୍ରାହ୍ମଣି ନଦୀରେ ଜଳ ସ୍ଥଳ ବୃଦ୍ଧି ପାଇଁ ଗାଁ ପାଖକୁ ପାଣି ମାଡ଼ି ଆସିଛି ଯାହା ଫଳରେ କୁମ୍ଭିର ମାନେ ଗାଁ ମୁହାଁ ହୋଇ ଯାଇଛନ୍ତି ଏଭଳି ଘଟଣା ପାଇଁ ଆନ୍ତର୍ଜାତିକ ମାନବଧିକାର ପରିଷଦ କେଦ୍ରାପଡ଼ା ଜିଲ୍ଲା କମିଟର ସଭାପତି ଏସ୍ କେ ମଦାନି କାର୍ଯ୍ୟକାରୀ ସଭାପତି ପ୍ରମୋନ ଜେନା ବ୍ଲକ ସଭାପତି ରଞ୍ଜନ ରାଉତ ଜୋନାଲ ସଭାପତି ତଥା ଅଗ୍ରଣି ସ୍ଵେଚ୍ଛାସେବି ଅନୁଷ୍ଠାନ ଧୁବ ଅନ୍ନପୂର୍ଣ୍ଣ। ସେବା ପରିଷଦର ସଭାପତି ନଳିନୀକାନ୍ତ ସ୍ୱାଇଁ ସହ ସଂପାଦକ ହିମାଂଶୁ ମହାନ୍ତି ନାରୀନେତ୍ରୀ ଗୌରୀ ସୂତାର ନିରୁପମା ପ୍ରଧାନରେଣୁକା ପ୍ରଧାନ ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ତାର ଉଧାର କରିବା ସହିତ ପରିବାରକୁ ସହଯୋଗ କରିବାକୁ ଦାବି କରିଛନ୍ତି