--:--:--
-- ---
Srishti News

ବିଶ୍ୱ କଲ୍ୟାଣ ପାଇଁ ଶ୍ରାବଣୀ ମହୋତ୍ସବ ପ୍ରାରମ୍ଭ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 3, 202614 views
ବିଶ୍ୱ କଲ୍ୟାଣ ପାଇଁ ଶ୍ରାବଣୀ ମହୋତ୍ସବ ପ୍ରାରମ୍ଭ
ପଦ୍ମପୁର : (ସ୍ୱପ୍ର) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଲିଆପାଳି ପଞ୍ଚାୟତ ଅନ୍ତର୍ଗତ ଦିୱାନଡ଼ିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା 30 ଜୁଲାଇ ରୁ 28ଅଗଷ୍ଟ ପର୍ଯନ୍ତ ଏକ ମାସ ଯାଏ ହେବାକୁ ଥୁବା ଶ୍ରାବଣୀ ମହୋତ୍ସବ ପ୍ରାରମ୍ଭ ହୋଇଛି l ଉକ୍ତ ଶ୍ରାବଣୀ ମହୋତ୍ସବ ରେ ପ୍ରତେକ ଦିନ ନୂତନ କର୍ତା ବସିବା ପାଇଁ ବ୍ୟବସ୍ଥା ହୋଇଛି l ସମସ୍ତ ଶ୍ରଦ୍ଧାକୁ ଭକ୍ତମାନେ ଶ୍ରାବଣୀ ମହୋତ୍ସବ ରେ ଯୋଗଦେଇ ଶିବକୃପା ଲାଭ ପାଇ ପାରିବେ l ଯେଉଁ ଶ୍ରଦ୍ଧାଳୁ ଭକ୍ତ ଏକ ଦିନ ନିଜ ଓ ପରିବାର ର ରିଷ୍ଟ ଶାନ୍ତି ପାଇଁ ଯଜମାନ ହେବା ପାଇଁ ଇଛୁକ ବ୍ୟକ୍ତି ଯୋଗାଯୋଗ କରନ୍ତୁ l ପଣ୍ଡିତ - ପୂର୍ଣ୍ଣ ଚନ୍ଦ୍ର ଷଡ଼ଙ୍ଗୀ, ହେମନ୍ତ ଷଡ଼ଙ୍ଗୀ, ଦେବେନ୍ଦ୍ର ତ୍ରିପାଠୀ, ଆଶୁତୋଷ ରଥ l 6371328245,7735071386.9178522941,9938048300