--:--:--
-- ---
Srishti News

ୟୁ କେ ମହାବିଦ୍ୟାଳୟ ମଦନପୁର ର ପ୍ରାକ୍ତନ ଅଧ୍ୟକ୍ଷଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ , କେନ୍ଦ୍ରାପଡ଼ାAugust 1, 202655 views
ୟୁ କେ ମହାବିଦ୍ୟାଳୟ ମଦନପୁର ର ପ୍ରାକ୍ତନ ଅଧ୍ୟକ୍ଷଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟାମୁଣ୍ଡାଇ ମଦନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ଜନ୍ମମାଟି ଶ୍ରୀରାମପୁର ମଠସାହି ଠାରୁ ଆରମ୍ଭ କରି କର୍ମକ୍ଷେତ୍ର ମଦନପୁର ନୁରୁଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି , ବଡପୁତ୍ର ସୋମ୍ୟରଞ୍ଜନ ମହାନ୍ତି ମୁଖାଙ୍ଗୀ ଦେଇଥିବା ବେଳେ ତାଙ୍କ ଶେଷ ଦର୍ଶନ ରେ ସହଧର୍ମିଣୀ ଅଧ୍ୟାପିକା କଲ୍ୟାଣୀ ମହାନ୍ତି  ସାନପୁତ୍ର ସ୍କୃତୀରଞ୍ଜନ ମହାନ୍ତି ପୁତ୍ର ବଧୁ ଅଳକାନନ୍ଦା ମହାନ୍ତି ବଡଭାଇ ବିପ୍ର ଚରଣ ମହାନ୍ତି ଶଙ୍କରସନ ମହାନ୍ତି ସୁଧିର ମହାନ୍ତି ସୁରେଶ ମହାନ୍ତି ଭଉଣୀ ଜାନକି ମହାନ୍ତି ଭେଣୋଇ ଅନିରୁଦ୍ଧ ମହାନ୍ତି ଭଣଜା ଗୁରୁ ପ୍ରସାନ ,ଦେବ ପ୍ରସାଦ ପୁତୁରା ବିଭୂତି ଅଶ୍ୱନୀ ଶୁଭୁଜିତ ଶ୍ରଭମ ଚିନୁ ଝିଆରି ଲିଲି ପାଗିଳି ଶିଖା କାବେରୀ ଚୁନି ସମେତ ସମଗ୍ର ମହାନ୍ତି ପରିବାର ବନ୍ଧୁବର୍ଗ ଓ  ଶେଷ ଦର୍ଶନ କରିଥିଲେ ସାରଙ୍କ ଦେହାନ୍ତ ଖବର ପାଇଁ ତାଙ୍କ ମଦନପୁର ସ୍ଥିତ କଲ୍ୟାଣି ଭବନରେ ମଦନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଆଦିତ୍ୟ ମିଶ୍ର ପ୍ରାକ୍ତନ ଅଧ୍ୟକ୍ଷ ଅରୁଣ କୁମାର ଦାଶ ପ୍ରାକ୍ତନ ଅଧ୍ୟକ୍ଷ ସବ୍ୟସାଚୀ ତ୍ରୀପାଠୀ ବିଜୟ କୁମାର ମହାନ୍ତି. ଅଧ୍ୟାପକ ଦିଲ୍ଲୀପ ମହାପାତ୍ର ଶୁଭକାନ୍ତ ନାୟକ ଗୌରାଙ୍ଗ ଚରଣ ପଣ୍ଡା ବବୃବାହାନ ପାତ୍ର ଇନ୍ଦୁଭୂଷଣ ଖଣ୍ଡାଇ ମଧୁସ୍ମିତା ବରୁଆ ଦିପ୍ତିମୟୀ ସ୍ୱାଇଁ ଝିଲ୍ଲୀ ରାଣୀ ବେହେରା . ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କମିଚାରୀ ଗୁରୁଚରଣ ବରାଳ ସୁଧିର ବେହୁରା ପରିବାରକୁ ସମବେଦନା ଯଣାଇଥିଲେ ସେହିଭଳି ସାର୍ ଙ୍କ ଅକାଳ ବିୟୋଗରେ ବରିଷ୍ଠ ସମାଜ ସେବି କେଳାସ୍ ଚ଼ନ୍ଦ୍ର ମହାନ୍ତି ରାଜନଗର ପ୍ରେସକ୍ଲବର ସଭାପତି ଭାସ୍କର ରାଉତରାୟ ବରିଷ୍ଠ ନେତାସୁବାଷ ଚନ୍ଦ୍ର ଦାଶ ସଂସାର ଫଳ ବିଜେଡି ସଭାପତି ତଥା ସମାଜ ସେବି ପ୍ରମୋଦ କୁମାର ବେହେରା (ଟୁନିଆ,) ପ୍ରାକ୍ତନ ସଭାପତି ସୁରେଶ ଚନ୍ଦ୍ର ବେହେରା ଗ୍ରା: ପାର ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ସମିତିସଭ୍ୟ ପର୍ଶୁରାମ ବେହେରା ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର ବେହେରା  ବଳଭଦ୍ରପୁର ଗ୍ରା: ପ  ଯୁବନେତା ସମାଜ ସେବି ମନ୍ମଥ (ମନୁ )ମଲ୍ଲିକ ବିଜେପି ଖଣତା ଗ୍ରା:ପ ଯୁବନେତା ବାସୁଦେବ ପ୍ରଧାନ ସମିର ପ୍ରଧାନ ଓଉପଦା ଯୁବନେତା ଦୃଷିକେଶ ଜେନା ରଞ୍ଜନ ସ୍ୱତାର ବିଲିକଣା ଯୁବନେତା ତ୍ରିଲୋଚନ ସ୍ୱାଇଁ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବି ଅନୁଷ୍ଠାନ ଧୃବ ଅନ୍ନପୂର୍ଣ୍ଣ। ସେବା ଓ କଳା ପରିଷଦର ସଭାପତି ତଥା ଉତିକଣସ୍ୱାଭିମାନ ମଞ୍ଚର ସଂଯୋଜକ ସମାଜ ସେବି ନଳିନୀକାନ୍ତ ସ୍ୱାଇଁ କଲ୍ୟାଣ ଭବନରେ ଉପସ୍ଥିତ ହୋଇ ସପରିବାରକୁ ସମବେଦନା ଯଣାଇବା ସହିତ ସାର୍ ଙ୍କ ଅମର ଆତ୍ମାର ଶାନ୍ତି ପାଇଁ ମୋକ୍ଷ ପାଇଁ ପ୍ରଭୃ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସାର୍ ଙ୍କ ଅକାଳ ବିୟୋଗ ଖବର ପାଇ ସାଂସଦ ବୈଜୟନ୍ତ ପଣ୍ଡା ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ପ୍ରାକ୍ତନ ମନ୍ତ୍ରୀ ଆଳି ବିଧାୟକ ଦେବ ପ୍ରତାପ  ପ୍ରାକ୍ତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ଵର ବେହେରା ସାଂସଦ ପ୍ରାର୍ଥୀ ତଥା ପ୍ରାକ୍ତନ ବିଧାୟକ ଯୁବ ନେତା ଅଂଶୁମାନ ମହାନ୍ତି ରାଜନଗର ବିଧାୟକ ଧୃର୍ଵ ସାହୁ ପ୍ରାକ୍ତନ ବିଧାୟକ ଡଃ ଅଲେଖ ଜେନା ପଟାମୁଣ୍ଡାଇର ପ୍ରାକ୍ତନ ବିଧାୟକ ତାପସ ଦାଶ ପ୍ରାକ୍ତନ ବିଧାୟକ  ରାଧାକାନ୍ତ ସେଠୀ ପ୍ରାକ୍ତନ ବିଧାୟକ କିଶୋରଚନ୍ଦ୍ର ତରାଇ ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ସଭ୍ୟ ଲଳିତ ବେହେରା ସୁନାକର ବେହେରା ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଲିତା ଦାଶ ଉପାଧକ୍ଷ ଭିଷ୍ମ ମହାନ୍ତି ପ୍ରାକ୍ତନ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ରାଜ୍ୟ ବିଜେଡିର ଯୁବନେତା ଦେବାଶିଷ ପାତ୍ର (ରାଜୁ) ଜିଲ୍ଲା କଂଗ୍ରେସ ସଂଗଠନ ଉପ ସଭାପତି ସତ୍ୟ ସାମଲ  ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ରାଉତ ଶୋକ ବେକ୍ତ କରିଛନ୍ତି I