--:--:--
-- ---
Srishti News

ନିମ୍ବ ଗଛ ରେ ଝୁଲୁଛି କଲର ପତିଆ ବାଘ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJuly 8, 202661 views
ନିମ୍ବ ଗଛ ରେ ଝୁଲୁଛି କଲର ପତିଆ ବାଘ
ନିମ୍ବ ଗଛରେ ଝୁଲୁଛି କଲରାପତରିଆ ବାଘ ଶବ, ଫାଶରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ ନିମ୍ବ ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ। ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହାଡ଼ ନିକଟ ଏକ ଗଛରୁ କଲରାପତରିଆର ମୃତଦେହ ଉଦ୍ଧାର ହୋଇଛି। ଶିକାରୀ ଫାଶ ବସାଇଥିବା ବେଳେ ଫାଶରେ ଲାଗି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହତ୍ୟାର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।