ବାଳକ ନିରୁଦ୍ଧିଷ୍ଠ
Bhubaneswar (ଭୁବନେଶ୍ୱର)ରିପୋର୍ଟ - ନିରୋଜ କୁମାର ସେଠୀJuly 7, 202639 views

ଭୁବନେଶ୍ବର ପ୍ରୀୟଶୁ ଶେଖର ବେହେରା
ପିତା - ଶ୍ରୀ ନିର୍ମଳ ଚନ୍ଦ୍ର ବେହେରା
ବୟସ-୧୫ ବର୍ଷ
ବାସସ୍ଥାନ - ଭୋଇସାହି, ବରମୁଣ୍ଡା ବସଷ୍ଟାଣ୍ଡ ପାଖ
ଗତ ତା-30/06/2026 ରିଖ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରୁ ନିଖୋଜ ଅଛନ୍ତି। ଯଦି କୋୖଣସି ସହୃଦୟ ବ୍ୟକ୍ତିଙ୍କ ନଜରକୁ ଆସନ୍ତି ତେବେ ନିମ୍ନ ଲିଖିତ ମୋବିଇଲି ନଂ ରେ ଯୋଗାଯୋଗ କରିବାକୁ ଅନୁରୋଧ l
9437050681
9692644822
99381430681
ଖୋଜିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ।
