--:--:--
-- ---
Srishti News

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ରାସ୍ତା ତଥା ଜାତୀୟ ରାଜପଥ ୨୬ ରେ ବୁଲା ଗାଈ ଗୋରୁଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ରହିଛି

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡJuly 4, 2026138 views
ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ରାସ୍ତା  ତଥା ଜାତୀୟ ରାଜପଥ ୨୬ ରେ   ବୁଲା ଗାଈ ଗୋରୁଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ରହିଛି
ଜୁନାଗଡ଼ : ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାସ୍ତା ତଥା ଜାତୀୟ ରାଜପଥ ୨୬ ରେ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ବଢ଼ି ଚାଲିଛି। ଗାଈର ମାଲିକ ମାନେ ନିଜ ଗାଈ ଗୋରୁ ଙ୍କୁ ଆୟତ୍ତ କରୁନ ଥିବା ଦେଖିବାକୁ ମିଳୁଛି। ସମୟ ସମୟରେ ଏହି ଗାଈ ଗୋରୁଙ୍କ ଯୋଗୁଁ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟୁଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଓ କାର୍ଯ୍ୟନିର୍ବାହ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଗାଈ ଗୋରୁ ମାନଙ୍କ ମାଲିକ ମାନଙ୍କୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।