--:--:--
-- ---
Srishti News

ଛତ୍ରପୁର ଓ ରଙ୍ଗେଇଲୁଣ୍ଡ ବ୍ଲକ ପାଇଁ ମେଘା ପାଣି ପ୍ରକଳ୍ପ ରେ ବ୍ୟତିକ୍ରମ

Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁରJuly 2, 202650 views
ଛତ୍ରପୁର ଓ ରଙ୍ଗେଇଲୁଣ୍ଡ ବ୍ଲକ ପାଇଁ ମେଘା ପାଣି ପ୍ରକଳ୍ପ ରେ ବ୍ୟତିକ୍ରମ
ଛତ୍ରପୁର: ଋଷୁକୁଲ୍ୟା ନଦୀର କଂସାରି ଗଣ୍ଡ ଠାରୁ ଛତ୍ରପୁର ବ୍ଲକ ଓ ରଙ୍ଗେଇଲୁଣ୍ଡା ବ୍ଲକ ପାଇଁ ମେଘା ପାଣି ପ୍ରକଳ୍ପ ଗତ ସରକାରଙ୍କ ଦ୍ଵାର ଭିତିପ୍ରସ୍ତର ହୋଇ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା ଠିକ କିଛି ଦିନ ପରେ ପ୍ରକଳ୍ପ ର କାମ ଧିମା ଗତିରେ ଚାଲୁଥିଲା ବିଗତ ଦିନରେ ଯେଉଁଭଳି କାମ କରିବାର ଥିଲା ବର୍ତ୍ତମାନ କିଛି ପ୍ରଭାବ ଶାଳୀ ଲୋକଙ୍କ ଜାଗାରେ ପାଇପ ଲାଇନ ଯାଉଛି ବୋଲି JE ମହାଶୟଙ୍କ ପଚାରିବାରୁ ସେ କହିଲେ ଆମେ କଣ କରିବୁ ଉପରୁ ଯାହା ନିର୍ଦେଶ ଦେବେ କହି ତାହା କରିବୁ 500 ମିଟର ଦୂରତା କୁ 3 କିଲୋମିଟର ପଯ୍ୟନ୍ତ ପାଇପ ଲାଇନ ବୁଲେଇ ନେବା ଏହା କେତେ ଦୂର ଯୁକ୍ତି ଯୁକ୍ତ ତାହା ଏବେ ସାଧାରଣ ଲୋକ ବିରୋଧ କରିବାରେ ଲଗିଲେଣି