ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଫେଇ କାମ ଆରମ୍ଭ
Ganjam (ଗଞ୍ଜାମ)ରିପୋର୍ଟ: ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥ ପ୍ରସାଦJuly 1, 2026173 views

Slog.ନୂତନ ଭାବେ ବିଜ୍ଞାପିତ ଅଞ୍ଚଳ ପାଇଥିବା ଜଗନ୍ନାଥ ପ୍ରସାଦ ରେ ଆଜି ସଫେଇ କାର୍ଯ୍ୟ କର୍ମ ଆରମ୍ଭ ହେଲା.ଏହି କାର୍ଯ୍ୟ କର୍ମ ରେ ଜଗନ୍ନାଥ ପ୍ରସାଦ ବିଡ଼ିଓ ମଲ୍ଲିକ ସାର ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା. ଯୁବ ନେତା ତଥା ଆଡ଼ଭୋକେଟ ଆଲୋକ ପ୍ରସାଦ ରଥ. ବରୁଣ ସେଠି ସୂର୍ଯ୍ୟ ନାରାୟଣ ପଣ୍ଡା ବରିଷ୍ଠ ଆଡ଼ଭୋକେଟ ଜନlର୍ଦ୍ଧନ ପ୍ରଧାନ ଉପ ସଭାପତି ସୂର୍ଯ୍ୟ ନାୟକ ଙ୍କ ସହିତ ବହୁ ବିଜେପି ନେତୃଵୁନ୍ଦ ଉପସ୍ଥିତ ଥିଲେ. ବିଡ଼ିଓ ମଲ୍ଲିକ ସାର ଆଗକୁ ଜଗନ୍ନାଥ ପ୍ରସାଦ ବିଜ୍ଞାପିତ ଅଞ୍ଚଳକୁସଫେଇ ସହିତ ଆହୁରି ସୁନ୍ଦର କରିବା ସହିତ ସମସ୍ତ ଅସୁଭିଦା କୁ ସୁଭିଡା କରାଯିବ ବୋଲି ପ୍ରତିଶୁତି ଦେଇଛନ୍ତି. କଥା ଦେଇ କଥା ରଖିଥିବାରୁ ଗ୍ରାମ ବାସି ବିଧାୟକ ପ୍ରଦୁମ୍ନ୍ୟ କୁମାର ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି.
