ମା ତାରା ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJune 27, 202671 views

ଖୋର୍ଦ୍ଧା-ଚାନ୍ଦପୁର ରାଧାମୋହନ ପୁର ସାହି ସ୍ଥିତ ଶ୍ରୀ ଶ୍ରୀ ହିତେଶ୍ୱର ମହାଦେବଙ୍କ ଲିଙ୍ଗ ଏବଂ ମନ୍ଦିର ପ୍ରତିଷ୍ଠା ଓ ମା ତାରା ଦେବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଯଂଜ୍ଞ ଉତ୍ସବ ଆସନ୍ତା ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ପୂର୍ଣ୍ଣ ସହଯୋଗ କରିବା ପାଇଁ ଶ୍ରୀ ଶ୍ରୀ ତାରାଦେବୀ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ନେଇ ଗତକାଲି ମନ୍ଦିର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
