ଗ୍ରାମୀଣ ଜଳ ଯୋଗାଣ ଟ୍ୟାପ ହୋଇଛି ଆଜକୁ ପ୍ରାୟ ଦଶ ବର୍ଷ ହେଲା ଟ୍ୟାପରେ ପାଣି ଆସୁନି
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁJune 27, 2026128 views

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମର ଆଦିବାସୀ ସାହିର ଲୋକମାନେ ପିଇବା ପାଣିପାଇଁ ବହୁତ ହଇରାଣ ହରକତ ହେଉଛନ୍ତି ସେ ପଂଚାୟତ ରେ ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ପଂଚାୟତ କତୃପକ୍ଷ ପଦକ୍ଷେପ ନେଉନାହାନ୍ତି ବ୍ଲକ ପ୍ରଶାସନ କୁ ଜଣାଇଲେ ସେ କୌଣସି ପଦକ୍ଷେପi ନେଉନାହାନ୍ତି ସେହି ଆଦିବାସୀ ସାହିରେ ଆଠ ରୁ ଦଶ ଘର ବସବାସ କରୁଛନ୍ତି ପିଇବା ପାଣିର ବ୍ୟବସ୍ଥା ନଥିବା ଲାଗି ସେହି ସାହିର ଲୋକମାନେ ବହୁତ ଅସନ୍ତୋଷ ହେଉଛନ୍ତି ପିଇବା ପାଣିର ବ୍ୟବସ୍ଥା ହେବାପାଇଁ ଦାବିକରିଛନ୍ତି
