"ବିକାଶ ଧାରା ଓଡ଼ିଶା ସାରା"କାର୍ଯ୍ୟ କ୍ରମ ଅନୁଷ୍ଠିତ
Ganjam (ଗଞ୍ଜାମ)ରିପୋର୍ଟ: ବିଜୟ ନନ୍ଦ ତ୍ରିପାଠୀ/ଭଞ୍ଜନଗର ପ୍ରତିନିଧିJune 27, 202669 views

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର କୋକୋଲବା ଗାୟାଗଣ୍ଡ ତରଶୀଙ୍ଗି ଓ ରୁଧାପଦ ର ପଂଚାୟତ ରେ ଆଜି ବିକାଶର ଧାରା ଓଡ଼ିଶା ସାରା।କାର୍ଯ୍ୟ କ୍ରମ ହୋଇଛି।ଗୟାଗଣ୍ଡ କୋକୋଲବ ତରସୀଙ୍ଗୀ ପଞ୍ଚାୟତରେ ଏହି ଉଚ୍ଚବ ଆଜି ପାଳନ କରାଯାଇଛି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସାଙ୍ଗ କୁ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଖେଳ କୁଦ ହୋଇ ପଂଚାୟତ ବାସୀଙ୍କୁ ଖୁସି କରିଛନ୍ତି ବିଭିନ୍ନ କଳା କାର ମାନେ ନୂତନ ପ୍ରତିଭାର ସନ୍ଧାନ ସାଙ୍ଗକୁ ପୁରସ୍କାର ପ୍ରଦାନ ଏଥିରେ କୋକୋଳବା ସରପଞ୍ଚ ମିନତି ଦଳବେହେରା ତରସିଙ୍ଗୀ ସରପଞ୍ଚ ଯୋଗେଶ୍ୱର ବେହେରା ରୁଧାପଦର ସରପଞ୍ଚ ଓ ଗୟା ଗଣ୍ଡା ସରପଞ୍ଚ ପ୍ରତ୍ୟେକ ନିଜ ନିଜ ପଂଚାୟତ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଲୁକାୟତ ପ୍ରତିଭା କୁ ସର୍ବ ସମ୍ମୁଖରେ ପରିବେଷଣ କରିଥିଲେ ଏହି କାର୍ଯ୍ୟକ୍ରମ ଦେଖିବାକୁ ପ୍ରତି ପଂଚାୟତ ରେ ପ୍ରବଳ ଭିଡ଼ ଜମି ଥିଲା ବିଶେଷ କରି ଗାୟଗଣ୍ଡ଼ ଓ କୋକୋ ଲବା ରେ ଅଞ୍ଚଳ ବାସୀଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା ଗୟଗନ୍ଦ ପଂଚାୟତ ର ନିର୍ବାହୀ ଅଧିକାରୀ ଏହି କାର୍ଯ୍ୟ କ୍ରମ ସୁଚାରୁ ରୂପେ ଚଳାଇଥିବାରୁ ଧନ୍ୟବାଦ୍ ର ପାତ୍ର ହୋଇଛନ୍ତି।
