--:--:--
-- ---
Srishti News

ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ

Kalahandi (କଳାହାଣ୍ଡି)ରିପୋର୍ଟ:ରିତେଶ କୁମାର ମୁଣ୍ଡ, କୋକସରାJune 26, 202658 views
ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁଠାରେ ମହା ଆଡମ୍ବରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକର୍ମଟି ହରିରାମ fatechand ପାରିବାର ତରଫରୁ ଆୟୋଜନ କରାଯାଇଥିଲା। ପରିବାରର ଯୁଗଳ ଅଗ୍ରୱାଲ , ମନୋଜ ଅଗ୍ରୱାଲ , ମୁରଲୀ , ମୁକେଶ , ବିମଳ , ଲିଙ୍ଗରାଜ , ଦୁର୍ଗା ଓ କୈଳାଶ ଅଗ୍ରୱାଲ, ଜଗନ୍ନାଥ ମନ୍ଦିର ର ସଭାପତି ଶ୍ରୀ ବନମାଳୀ ମାଝୀ ଙ୍କ ସମେତ ଅନେକକର୍ମକର୍ତ୍ତା ଉପସ୍ଥିତି ଥିଲେ । ଭୂମିପୂଜନ ର କର୍ତ୍ତା ଭାବେ କମଲ ଅଗ୍ରୱାଲ, ପୂଜକ ଶ୍ରୀ କିଶୋର ଠାକୁର ବିଧି ଅନୁସାରେ ପୂଜା କାର୍ଯ୍ୟ ସମାପନା କରିଥିଲେ।