ଦଳିତ ବସ୍ତିକୁ ଅବହେଳା, କାହିଁକି ହେଇ ପାରୁନି ନଦୀବନ୍ଧ ଗୋଡ଼ା, ଏଠି ଠିକା କର୍ମଚାରି କହୁଛନ୍ତି ଏ କାମ ପଂଚାୟତ ସ୍ତରୀଅ ନୁହେଁ, ନଦୀବନ୍ଧ ଗୋଡ଼ା କାର୍ଯ୍ୟ ଏବେ ସନ୍ଦେହ ଘେରରେ
Jajpur (ଯାଜପୁର)ରିପୋର୍ଟ: ନିର୍ମଳ କୁମାର ଜେନା, ଯାଜପୁରJune 22, 202624 views

ଯାଜପୁର: ହଁ ଆଜ୍ଞା ଘଟଣାଟି ଘଟିଛି ଯାଜପୁର ବରୀ ବ୍ଲକ ଅଂଚଳର ବଦୁଅ ଗ୍ରାମ ପଂଚାୟତରେ ଥିବା ତେର ନମ୍ବର ୱାର୍ଡ ର ଗ୍ରାମର ଆରମ୍ଭରୁ ଶେଷ ଯାଏ ଏକ ନଦୀବନ୍ଧ ସଂଯୋଗ ହୋଇ ଅଛି ଯାହା ଖରସ୍ରୋତା ନଦୀର ଏକ ପାର୍ଶ୍ଵରେ ଏ ନଦୀବନ୍ଦ ଗ୍ରାମକୁ ଲାଗି ରହିଛି ଏ ନଦୀ ବନ୍ଧକୁ ଲାଗିକରି ପାଞ୍ଚଟି ଗୋଡ଼ା ରହିଛି ଯାହାକି ସ୍ଥାନିଅ ଲୋକ ମାନେ ଏ ଗୋଡ଼ା ଦେଇ ଗାଁ ଭିତରକୁ ଯାତା ୟତ କରନ୍ତି. ବଡ ଦୁଃଖର କଥା ଚାରିଟି ଗୋଡାର ମରାମତି କାର୍ଯ୍ୟ ହୋଇ ସାରିଥିବା ବେଳେ ଏ ଦଳିତ ବସ୍ତିର ନଦୀ ବନ୍ଧ ଗୋଡ଼ାଟି ହୋଇ ପାରି ନାହିଁ |
ସ୍ଥାନୀୟ ଲୋକ ମାନଙ୍କର ଅଭିଯୋଗ ଯେ ଗୋଡ଼ା ମରାମତି ପାଇଁ ଯେଉଁ ଟଙ୍କା ଆସିଛି କେବଳ ଶବନ୍ୟା ମାନଙ୍କ ବସ୍ତି ପାଇଁ ଓ ବ୍ରାହ୍ମଣ ବସ୍ତି ପାଇଁ ଏକଥା ଟି ନିଛିତ ଭାବରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଆସିବ | ଏଇଟା ଠିକା କର୍ମ ଚାରୀଙ୍କ ମନମାନି ନା କୁଜି ନେତା ମାନଙ୍କର ଦା ଦା ଗିରି..
ସ୍ଥାନିଅ ଲୋକ ମାନଙ୍କର ଅନୁରୋଧ ବ୍ଲକ ଅଧିକାରୀ ଏବଂ ଏ କାର୍ଯ୍ୟ କରୁଥିବା ଅଫିସର ବାବୁ ମାନଙ୍କୁ ଅନୁରୋଧ ତୁରନ୍ତ ଇନକୁଆରୀ କରାଯାଉ ଏବଂ ନଦୀବନ୍ଧ ଗଡା଼ ଟିର ମରାମତି କରାଯାଉ. ସ୍ଥାନିଅ ଲୋକ ମାନଙ୍କ ଠାରୁ ଯାହା ସୂଚନା ମିଳୁଛି ଯେ ନିଶ୍ଚିତ ଭାବରେ ଆଗକୁ ଜନ ଅସନ୍ତୋଷ ଦେଖାଯିବ..
ବରୀ ରୁ ନିର୍ମଳ ଜେନାଙ୍କ ରିପୋର୍ଟ ସ୍ରିଷ୍ଟି ନିୟୁ ଜ
