ଜନ ଶୁଣାଣୀର ଜନ ପ୍ରହସନ
Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀJune 17, 202652 views

ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଜନ ଶୁଣାଣୀ ମାଧ୍ୟମ ରେ ହୋଇଥବା ଅଭିଯୋଗ କୁ ଭୁଲ୍ ତଥ୍ଯ ଦେଇ ବନ୍ଦ କରିଦିଆଯାଉଛି। ନା ଲୋକ ଙ୍କ ର ସମସ୍ୟା ର ସମାଧନ ସତରେ ହେଉଛି, ନା ଲୋକ ଟା ନ୍ୟାୟ ପାଉଛି।
ଏମିତି ଭୁଲ୍ ତଥ୍ୟ ଦେଇ ଅଭିଯୋଗ କୁ ବନ୍ଦ୍ କରିଦେଲେ, କେବଳ କାଗଜ କଲମରେ ଅଭିଯୋଗ ସମାଧାନ ହୁଏ, କିନ୍ତୁ ବାସ୍ତବରେ ସେମିତି କିଛି ସମଧାନ ହୋଇନଥାଏ।
ଏଥି ପାଇଁ ଦାୟୀ କିଏ ଖୋଦ୍ ମୁଖ୍ୟମନ୍ତ୍ରୀ ନା ସମ୍ପୃକ୍ତ ଅଧିକାରୀ।
ଏମିତି ଭୁଲ୍ ତଥ୍ୟ ଦେଇ ଅଭିଯୋଗ କୁ ବନ୍ଦ୍ କରିବା ଅର୍ଥ ଦୁର୍ନୀତି କୁ ଆଶ୍ରୟ ଦେଇ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା, ଯାହା ଭାରତୀୟ ନ୍ୟାୟ ସଂହିତା ରେ ଉଲ୍ଲେଖ ଅଛି।
ଦେଖିବାକୁ ବାକି ରହିଲା ଗଞାମ ଜିଲ୍ଲା ପରିଷଦ ର ମୁଖ୍ୟ ଯୁବ ଆଇଏଏସ୍ CDO ସାର୍ କେବେ ସେହି ଅଧିକାରୀଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେଉଛନ୍ତି।
